Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଧ୍ୟାନ

Rashmita Mishra
Browse all articles by Rashmita Mishra
·1 year ago
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଧ୍ୟାନ

Key Points

ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ନେଇ ପୁରୀରେ ଉଚ୍ଚସ୍ତରୀୟ କମିଟି
ଶ୍ରୀମନ୍ଦିର, ବଡଦାଣ୍ଡ ଓ ରଥଖଳା ପରିଦର୍ଶନ କରିବ କମିଟି
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଧ୍ୟାନ

ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ନେଇ ପୁରୀରେ ଉଚ୍ଚସ୍ତରୀୟ କମିଟି। ଶ୍ରୀମନ୍ଦିର। ବଡଦାଣ୍ଡ,, ଓ ରଥଖଳା ପରିଦର୍ଶନ କରିବ କମିଟି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଧ୍ୟାନ କରୁଛି କମିଟି। କମିଟିରେ ସାମିଲ୍ ଅଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରଥଯାତ୍ରାରେ ଭକ୍ତଙ୍କ ଆନୁସଙ୍ଗିକ ବ୍ୟବସ୍ଥା,, ଆଇନଶୃଙ୍ଖଳା,, ଭିଡ ନିୟନ୍ତ୍ରଣ,, ଟ୍ରାଫିକ ସୁପରିଚାଳନା,,,ସ୍ୱାସ୍ଥ୍ୟସେବା ନେଇ କମିଟି କରିବ ଆଲୋଚନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored