Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା ଶ୍ରୀଜିଉମାନଙ୍କ ପହଣ୍ଡି

Smruti Parija
Browse all articles by Smruti Parija
·1 year ago
ଆରମ୍ଭ ହେଲା ଶ୍ରୀଜିଉମାନଙ୍କ ପହଣ୍ଡି

Key Points

ଆରମ୍ଭ ହେଲା ଶ୍ରୀଜିଉମାନଙ୍କ ପହଣ୍ଡି

ଧାଡ଼ି ପହଣ୍ଡିରେ ଆସୁଛନ୍ତି ଶ୍ରୀସୁଦର୍ଶନ

ତା ପରେ ଆସିବେ ବଳଭଦ୍ର, ସୁଭଦ୍ରା

ଶେଷରେ ଝୁଲି ଝୁଲି ଆସିବେ କାଳିଆ ସାଆନ୍ତ

ଆରମ୍ଭ ହେଲା ଶ୍ରୀଜିଉମାନଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ଶ୍ରୀସୁଦର୍ଶନ । ପ୍ରଥମେ ରଥାରୂଢ଼ ହେବେ ସୁଦର୍ଶନ ଠାକୁର । ଦେବଦଳନ ରଥରେ ସ୍ଥାପନା ହେବେ ଶ୍ରୀସୁଦର୍ଶନ । ପରେ ଆସିବେ ପ୍ରଭୁ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ।


ପ୍ରଥମେ ମଙ୍ଗଳ ଆଳତୀ । ପରେ ମଇଲମ, ତଡପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳ ବଲ୍ଲଭ ଓ ସକାଲ ଧୂପ , ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ପରେ ଆରମ୍ଭ ହୋଇଛି ପହଣ୍ଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ଭଉଣୀ ଶୁଭଦ୍ରା, ଶେଷରେ ରଥକୁ ବିଜେ କରିବେ ଜଗତର ନାଥ ଜଗନ୍ନାଥ ।

Sponsored
rathayatra-2025-pahandi-of-dieties-started | Argus News