Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରିଲା ରାସନକାର୍ଡ ଡେଡଲାଇନ; e-KYC ନକଲେ ଆଉ ମିଳିବନି ଚାଉଳ

Smruti Parija
Browse all articles by Smruti Parija
·1 year ago·1 min read
ସରିଲା ରାସନକାର୍ଡ ଡେଡଲାଇନ; e-KYC ନକଲେ ଆଉ ମିଳିବନି ଚାଉଳ

Key Points

ସରିଲା ରାସନକାର୍ଡ ଡେଡଲାଇନ

e-KYC ନକଲେ ଚାଉଳ ମିଳିବନି

ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଆଜି ସରୁଛି କେନ୍ଦ୍ର ସରକାରଙ୍କ ଇ-KYC ଅବଧି । ବର୍ତ୍ତମାନ 20 ଲକ୍ଷ 58 ହଜାର କରିନାହାନ୍ତି ଇ-KYC । ଯେଉଁମାନେ କରିନାହାନ୍ତି ସେମାନଙ୍କୁ ମିଳିବନି ଚାଉଳ । 3 ମାସ ପର୍ଯ୍ୟନ୍ତ ଚାଉଳ ଯୋଗାଣ ବନ୍ଦ ରହିବ । E-KYC କଲେ ଚାଉଳ ଦିଆଯିବ । ନହେଲେ 3 ମାସ ଭିତରେ ପୁରା କାର୍ଡ ବନ୍ଦ କରାଯିବ ।


ସରିଲା ରାସନକାର୍ଡ ଡେଡଲାଇନ । ଚଳିତ ମାସରୁ ଆଉ ମିଳିବନି ରାସନ । ଯେଉଁ ମାନେ E-KYC କରିନାହାଁନ୍ତି ଚଳିତ ମାସରୁ ସେମାନଙ୍କ କାର୍ଡ ସସପେଣ୍ଡ୍ କରାଯିବ । ୨୦ ଲକ୍ଷ ୫୮ ହଜାର କାର୍ଡ ସସପେଣ୍ଡ୍ କରାଯିବ । ୩ ମାସ ପର୍ଯ୍ୟନ୍ତ କାର୍ଡ ସସପେଣ୍ଡ୍ କରାଯିବ । ଏହି ଅବଧି ମଧ୍ୟରେ ଯେଉଁମାନେ ଆସିବେ EKYC କରି ସେମାନକୁ ରାସନ ଦିଆଯିବ । ଯେଉଁମାନେ ନ ଆସିବେ ସେମାନଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ration-card-deadline-has-passed-no-more-rice-will-be-available-without-e-kyc | Argus News