|
logo
Live

Argus News - 8 ରେ ଖୋଲିବନି ରତ୍ନଭଣ୍ଡାର !

Odisha

8 ରେ ଖୋଲିବନି ରତ୍ନଭଣ୍ଡାର !

Smruti Parija
Browse all articles by Smruti Parija
·1 year ago
8 ରେ ଖୋଲିବନି ରତ୍ନଭଣ୍ଡାର !

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏନେଇ ସୂଚନା ଦେଇଛନ୍ତି । ୮ ରେ ରଥଯାତ୍ରା ଥିବାରୁ ସେଦିନ ହୁଏତ ଖୋଲିନପାରେ ରତ୍ନଭଣ୍ଡାର । ଯେଉଁଦିନ ସରକାର ନିଷ୍ପତି ନେବେ ସେବେଠୁ କାମ ଆରମ୍ଭ ହେବ । ଆସନ୍ତାକାଲି ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ରହିଛି । ବୈଠକ ପରେ ରୂପରେଖ ସ୍ଥିର ହେବ । ଯେଉଁଦିନ ରତ୍ନଭଣ୍ଡାର ଖୋଲିବ ତାପରଠୁ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ ।
 

ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କଲେ ଆଇନମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 ରେ ଖୋଲିବନି ରତ୍ନଭଣ୍ଡାର ! | Argus News