Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI

Rashmita Mishra
Browse all articles by Rashmita Mishra
·1 year ago
ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI

ଅର୍ଗସ ବ୍ୟୁରୋ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ । ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI । ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ । ୬.୫%ରେ ରେପୋ ରେଟ୍‌ ଅପରିବର୍ତ୍ତିତ । ଅପରିବର୍ତ୍ତିତ ନେଇ RBI ଗଭର୍ଣ୍ଣରଙ୍କ ଶକ୍ତିକାନ୍ତ ଦାସ ସୂଚନା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RBI keeps repo rate unchanged again | Argus News