Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...

Smruti Parija
Browse all articles by Smruti Parija
·1 year ago·2 min read
speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...
  • ଫଳ ଗାଡ଼ିରେ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ...ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ..1.61 କୋଟିର ଗଞ୍ଜେଇ ଜବତ...3 ଗିରଫ
  • ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ...ବିଳମ୍ବିତ ରାତ୍ରିରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ..ଗଣ୍ଡଗୋଳର କାରଣ ଅସ୍ପଷ୍ଟ
  • ପାକିସ୍ତାନର କରାଚୀ ବିମାନବନ୍ଦର ବାହାରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ... ପାଖାପାଖି 4 ଜଣଙ୍କର ମୃତ୍ୟୁ... ୧୭ ଜଣ ଆହତ 
  •  IPS ଅରୁଣ ଷଡଙ୍ଗୀ ନେଲେ ଅବସର...ଚାକିରିର ୧୦ମାସ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀ...ଅବସର ପରେ ସେ OPSC ଚେୟରମ୍ୟାନ ଭାବେ ନେବେ ଦାୟିତ୍ୱ
  •  ଚେନ୍ନାଇରେ ବାୟୁସେନା ଏୟାର୍ ସୋ ବେଳେ ଅଘଟଣ...ହିଟଷ୍ଟ୍ରୋକ୍ ରେ ୫ ଦର୍ଶକଙ୍କ ମୃତ୍ୟୁ
  • 2026 ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ...ଆହ୍ବାନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ...କହିଲେ ଏ ଦିଗରେ ଚାଲିଛି ଜୋରସୋରରେ ଅଭିଯାନ 
  • ଆଜି ନବରାତ୍ରୀ ପୂଜାର ପଞ୍ଚମ ଦିନ...ଚଳଚଞ୍ଚଳ ଶକ୍ତିପୀଠ...ଚାଲିଛି ଷୋଡ଼ଶ ଉପଚାର ପୂଜା…ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡୀପାଠରେ କମ୍ପୁଛି ଗଗନପବନ…ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା'…ମା'ଙ୍କ ଅନନ୍ୟ, ଅପୂର୍ବ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
  • ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ...ସୁନ୍ଦରଗଡ଼ରେ ଦୁଇ ଭାଇଙ୍କ ଭୁଜାଲି ମାଡ଼ରେ ଯୁବକ ମୃତ ...ସଦର ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ହତ୍ୟାକାଣ୍ଡ... ସାମାନ୍ୟ ବଚସାରୁ ଦୁଇ ଭାଇ ଭୁଜାଲିରେ ଆକ୍ରମଣ କରିଥିଲେ...ଦୁଇ ଭାଇଙ୍କ ମଧ୍ୟରେ ଜଣେ ଅଟକ, ଅନ୍ୟ ଜଣେ ଫେରାର
  • ମହିଳା ଟି ୨୦ ବିଶ୍ବକପରେ ପାକିସ୍ତାନକୁ ଭାରତୀୟ ମହିଳା ଟିମ୍ ଧୂଳି ଚଟାଇଥିବା ବେଳେ ବାଂଲାଦେଶ ବିପକ୍ଷ ଟି ୨୦ ସିରିଜର ପ୍ରଥମ ମ୍ୟାଚ ଜିତିଛି ପୁରୁଷ ଟିମ୍... ୪୯ ବଲ ବାକି ଥାଇ ୭ ୱିକେଟରେ ମ୍ୟାଚ ଅକ୍ତିଆର କରିଛି ଭାରତ
  • ୩୬୫ ଦିନର ଲମ୍ବା ଜୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ...ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ବର୍ଷେ...ହମାସ ହିଜବୁଲ୍ଲା ହୁତିକୁ ଧୂଳିସାତ୍ କରିବା ଲକ୍ଷଯ ରେ ବଢୁଛି ଇସ୍ରାଏଲ୍
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-update-news-of-today | Argus News