ସମ୍ବଲପୁର: ରେଢ଼ାଖୋଲ DFO ଅରବିନ୍ଦ ମହାନ୍ତିଙ୍କ ବଦଳି
·1 year ago

ସମ୍ବଲପୁର: ସମ୍ବଲପୁର ରେଢ଼ାଖୋଲ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ହାତୀ ମୃତ୍ୟ ଘଟଣା। ବଦଳିଲେ ରେଢାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି। DFOଙ୍କ ବିରୋଧରେ ନିଆଯାଇଛି ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । DFOଙ୍କୁ Pccf ମୁଖ୍ୟ କାର୍ଯ୍ୟଳୟକୁ କରାଯାଇଛି ବଦଳି। ନାକଟିଦେଉଲ ରେଞ୍ଜ ବୁରମାଲ ଜଙ୍ଗଳରେ ୧୮ ନଭେମ୍ବର ଭୋର ସକାଳୁ ବିଦ୍ୟୁତ ତାର ସ୍ପର୍ଶରେ ଆସି ୨ ମାଇ ସହ ଗୋଟିଏ ହାତୀ ଛୁଆର ମୃତ୍ୟ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: