Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ

Odisha

ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ

Rashmita Mishra
Browse all articles by Rashmita Mishra
·1 year ago
ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ

ଅର୍ଗସ ବ୍ୟୁରୋ: ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ । ସଡକ ସୁରକ୍ଷା ନିୟମର ଉଲ୍ଲଂଘନ । ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଗାଡି । ରାନୀ ପ୍ରିୟଦର୍ଶିନୀଙ୍କ ରିଲ୍‌ସ ସୋସିଆଲ ମିଡିଆରେ ଆସିବା ପରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।  ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନାକୁ ଗମ୍ଭୀରତାର ସହ ଗ୍ରହଣ କରି ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭୁବନେଶ୍ବର ଆରଟିଓ ୨ ପକ୍ଷରୁ ରାନୀଙ୍କ ଗାଡିକୁ ଜବତ କରାଯାଇଥିବା ଏସଟିଏ ପକ୍ଷରୁ କୁହାଯାଇଛି । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reels without helmets are expensive | Argus News