ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ
·1 year ago

ଅର୍ଗସ ବ୍ୟୁରୋ: ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରି 31 ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି, ଗଣତି ମଣତି । ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ । ମରାମତି ସରିଲେ ଆସ୍ଥୟୀ ରତ୍ନଭଣ୍ଡାରରୁ ଭିତରକୁ ଯିବ ଅଳଙ୍କାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: