Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଖୋଲିବ ରତ୍ନଭଣ୍ଡାର,ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ବୈଷୟିକ ଯାଞ୍ଚ

Sangram Tripathy
Browse all articles by Sangram Tripathy
·1 year ago
ପୁଣି ଖୋଲିବ ରତ୍ନଭଣ୍ଡାର,ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ବୈଷୟିକ ଯାଞ୍ଚ

ଅର୍ଗସ ବ୍ୟୁରୋ:ବୁଧବାର ପୁଣି ଖୋଲିବ ରତ୍ନଭଣ୍ଡାର। ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ। ମଧ୍ୟାହ୍ନ ଗୋଟାଏରୁ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ସିଂହଦ୍ବାର ପଟେ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ପାରିବେ। ବୈଷୟିକ ଯାଞ୍ଚ ପରେ ରତ୍ନଭଣ୍ଡାରରେ ଗୁପ୍ତ କୋଠରି, ଗୁପ୍ତ ସୁଡ଼ଙ୍ଗ ଆଦି ଚର୍ଚ୍ଚା ଉପରୁ ଖୁବଶୀଘ୍ର ପରଦା ହଟିବ ବୋଲି କୁହାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇସାରିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reopening of Ratnabhandar, technical inspection led by ASI Director General | Argus News