Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଗୱେଲରେ ଫସିଛି ଯାଇଛି ଭାଲୁ ଉଦ୍ଧାର କାର୍ଯ୍ୟ ଜାରି

Rashmita Mishra
Browse all articles by Rashmita Mishra
·1 year ago
ଡାଗୱେଲରେ ଫସିଛି ଯାଇଛି ଭାଲୁ ଉଦ୍ଧାର କାର୍ଯ୍ୟ ଜାରି

Key Points

ଡାଗୱେଲରେ ଫସିଲା ବିଶାଳ ଭାଲୁ

ଡାଗୱେଲରେ ଫସିଛି ଯାଇଛି ଉଦ୍ଧାର କାର୍ଯ୍ୟ ଜାରି

ଦୁଇ ଘଣ୍ଟାରୁ ଅଧିକ ହେଲାଣି ଭାଲୁଟି ଡାଗୱେଲରେ ଫସିରହିଛି

ଡାଗୱେଲରେ ଫସିଛି ଯାଇଛି ଏକ ଭାଲୁ। କପ୍ତିପଦା ବନାଞ୍ଚଳ ଅଧୀନ ଚକରାପାଳ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଘଟଣା। ଗ୍ରାମର ଵିଲ ଭିତରେ ଥିବା ଏକ ଡାଗୱେଲରେ ଭାଲୁଟିଏ ପଡିଯାଇଛି । ଆଜି ସକାଳେ ବିଲକୁ ଯାଇଥିବା ସମୟରେ ଦୁଇ ଜଣ ଯୁବକ ଦେଖିବାକୁ ପାଇଥିଲେ।

ପରେ ଏ ନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଭାଲୁକୁ ଉଦ୍ଧାର କରି ପାରୁନାହିଁ। ଡାଗୱେଲ ଭିତରେ ୨୦ ଫୁଟ ଗଭୀରତାରେ ଏବେ ଜୀବନ ପାଇଁ ସଂଘର୍ଷରତ ଭାଲୁ। ଦୁଇ ଘଣ୍ଟାରୁ ଅଧିକ ହେଲାଣି ଭାଲୁଟି ଡାଗୱେଲରେ ଫସିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରିରଖିଛି ବନ ବିଭାଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rescue-operation-underway-for-stranded-people-in-dagwell | Argus News