Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମକର ବୁଡ ପକାଇ ଫେରିଲା ବେଳେ ଓଲଟିଲା ଅଟୋ: ୧୦ ଗୁରୁତର

Odisha

ମକର ବୁଡ ପକାଇ ଫେରିଲା ବେଳେ ଓଲଟିଲା ଅଟୋ: ୧୦ ଗୁରୁତର

Ritu Das
Browse all articles by Ritu Das
·1 year ago
ମକର ବୁଡ ପକାଇ ଫେରିଲା ବେଳେ ଓଲଟିଲା ଅଟୋ: ୧୦ ଗୁରୁତର

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ଋଷିକୁଲ୍ୟା ନଦୀରେ ମକର ବୁଡ ପକାଇ ଘରକୁ ଫେରିଲା ବେଳେ ଓଲଟିଲା ଅଟୋ ରିକ୍ସା। ଏହି ଦୁର୍ଘଟଣାରେ ୧୦ଜଣ ଗରୁତର ହୋଇଛନ୍ତି। ସୂଚନା ଅନୁସାରେ ପାଟପୁର ଡେଙ୍ଗାଡ଼ି ଗାଁ ର ୧୭ ଉର୍ଦ୍ଧ୍ବ ଲୋକ ଆସିକା ଋଷିକୁଲ୍ୟା ନଦୀକୁ ମକର ବୁଡ ପକାଇବାକୁ ଆସିଥିଲେ। ହେଲେ ବୁଡ ପକାଇ ଘରକୁ ଫେରୁଥିବା ସମୟରେ ପୁଡୁକେଶ୍ୱର ମନ୍ଦିର ନିକଟରେ ଅଟୋ ରିକ୍ସା ଓଲଟି ଯିବାରୁ ୧୦ ଜଣ ଗୁରୁତର ହୋଇଛନ୍ତି।


ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତ ମାନେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Returning from the Auto is facing accident: 10 severe | Argus News