Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଣ୍ଡଗିରି ଛକରେ ସଡକ ଦୁର୍ଘଟଣା, ଯୁବତୀ ମୃତ

Smruti Parija
Browse all articles by Smruti Parija
·2 years ago
ଖଣ୍ଡଗିରି ଛକରେ ସଡକ ଦୁର୍ଘଟଣା, ଯୁବତୀ ମୃତ

ଭୁବନେଶ୍ୱର: ଖଣ୍ଡଗିରି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯୁବତୀଙ୍କ ଉପରେ ମାଡିଗଲା ସ୍କୁଲ ବସ । ରାସ୍ତା ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବାଇକ ଧକ୍କା ହୋଇ ପଡିଯିବାବେଳେ ମାଡ଼ିଗଲା ବସ୍ । ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ମା' ଆହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି କରୁଛି ଛାନଭିନ । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road-accident-in-khandagiri-one-died | Argus News