Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇୱା ଧକାରେ ସ୍କୁଟି ଚାଳକ ମୃତ

Manini Pattanayak
Browse all articles by Manini Pattanayak
·2 years ago
ହାଇୱା ଧକାରେ ସ୍କୁଟି ଚାଳକ ମୃତ

କେନ୍ଦ୍ରାପଡା:  ହାଇୱା ଧକାରେ ସ୍କୁଟି ଚାଳକ ମୃତ । ଅଳ୍ପକେ ବର୍ତ୍ତିଗଲେ ଅନ୍ୟ ଜଣେ ଶିକ୍ଷୟିତ୍ରୀ। ମୃତକ ସଦର ଥାନା ଇଟିପୁର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଯମୁନା ସାମଲ । କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁକ ସଡ଼କ ଦୁର୍ଘଟଣା ।

ସ୍କୁଲ ସାରି 2 ଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଜଜାଙ୍ଗ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ପଟୁ ଆସୁଥିବା ହାଇୱା ଧକ୍କା ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road accident one death matter in kendrapara | Argus News