Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁଳିମାଡ଼ କରି ଲୁଟ୍; ୬ ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ଗୁଳିମାଡ଼ କରି ଲୁଟ୍; ୬ ଗୁରୁତର

Key Points

ଗୁଳିମାଡ଼ ଓ ଆକ୍ରମଣ କରି ୬ ଜଣଙ୍କୁ ଲହୁ ଲୁହାଣ କରି ଲୁଟେରା ଫେରାର

ଗୁଳିମାଡ଼ ଓ ଆକ୍ରମଣ କରି ୬ ଜଣଙ୍କୁ ଲହୁ ଲୁହାଣ କରି ଫେରାର ମାରିଲେ ଲୁଟେରା । ଘଟଣା ଘଟିଛି ବାଲେଶ୍ବର ସୋର ଥାନା ଗୁଡ ଗାଁ ଦୟାନିଧିପୁରରେ । ବିଳମ୍ବିତ ରାତି ୨ ଜଣକୁ ଗୁଳି ମାଡ ସହିତ ପରିବାର ୩ ଜଣଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ । ଆକ୍ରମଣ ପରେ ଲୁଟିନେଲେ ଟଙ୍କା, ସୁନା ଗହଣା । ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିଛି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଗାଁର ରବିନ୍ଦ୍ର ରାଉତ ଘରେ ୮ଜଣ ଡକାୟତ ପଶିଥିଲେ । ଲୁଟ୍ ପରେ ଚମ୍ପଟ ମାରିଛନ୍ତି ଲୁଟେରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
robbery-by-shooting-6-serious | Argus News