Videos
|
Odisha

ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ rpf, grp ଏବଂ ସିଟି ପୋଲିସକୁ ନିର୍ଦ୍ଦେଶ

Banajyotshna Ray
Browse all articles by Banajyotshna Ray
·1 year ago
ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ rpf, grp ଏବଂ ସିଟି ପୋଲିସକୁ ନିର୍ଦ୍ଦେଶ

କୋଷ୍ଟାଲ ଏରିଆରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ନାଭି, କୋଷ୍ଟ ଗାର୍ଡ ସହିତ ମିଶି ସୁରକ୍ଷାର ତଦାରଖ କରାଯାଉଛି । ଉପକୂଳ ସୁରକ୍ଷା ସହ ରେଳ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିବା ପାଇଁ rpf, grp ଏବଂ ସିଟି ପୋଲିସକୁ ନିର୍ଦ୍ଦେଶ ରହିଛି । ରେଳ ଷ୍ଟେସନରେ ଅଯଥା ଗହଳିକୁ ଫୋକସ କରାଯାଇଛି । କୋଷ୍ଟାଲ ପୋଲିସ, ମେରାଇନ ଥାନା, ତଟବର୍ତ୍ତୀ ଅଞ୍ଚଳ ବାସିନ୍ଦା ମାନଙ୍କ ସହ ଯୋଗାଯୋଗରେ ଅଛୁ । ତଟ ସୁରକ୍ଷାରେ ଡ୍ରୋନକୁ ସାମିଲ କରାଯାଇଛି । ନାଭି, କୋଷ୍ଟଗାର୍ଡ ସହିତ ସମନ୍ବୟ ରକ୍ଷା କରି ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବା ପାଇଁ ସୁରକ୍ଷାକୁ ଦ୍ବିଗୁଣିତ କରାଯାଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି କହିଛନ୍ତି କୋଷ୍ଟଗାର୍ଡ ADG ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
rpf-grp-and-city-police-directed-to-keep-an-eye-on-the-suspects | Argus News