6 ବର୍ଷ ହେଲା ଅସମ୍ପୂର୍ଣ୍ଣ 12.5 କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ
·1 year ago

ଅର୍ଗସ ବ୍ୟୁରୋ: 6 ବର୍ଷ ହେଲା ଅସମ୍ପୂର୍ଣ୍ଣ 12.5 କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ପିଇବା ପାଣି ପାଇଁ ହନ୍ତସନ୍ତ କଣିହାଁ NTPC ପ୍ରଭାବିତ । ବିଜେଡି ସରକାରର ଅବହେଳା ଓ ଅପାରଗତା । ଦୁର୍ଦ୍ଦଶା ଭୋଗୁଛନ୍ତି 3ଟି ପଞ୍ଚାୟତର ଲୋକେ । ଅଭିଯୋଗ, ପ୍ରକଳ୍ପ ଟଙ୍କା ନେଇ ଠିକା ସଂସ୍ଥା ପାର୍ । ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: