Videos
|
Odisha

ପିକନିକ ସ୍ପଟ୍ ରେ ଲାଗିବ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋ

Smruti Parija
Browse all articles by Smruti Parija
·2 years ago
ପିକନିକ ସ୍ପଟ୍ ରେ ଲାଗିବ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋ

ଭୁବନେଶ୍ୱର: ପିକ୍‌ନିକ ପାଇଁ ଏସ୍‌ଓପି ଜାରି କଲା ରାଜ୍ୟ ପରିବହନ ବିଭାଗ । ଦୁର୍ଘଟଣା ରୋକିବା ମାର୍ଗଦର୍ଶିକାର ମୁଖ୍ୟ ଉଦ୍ଦେଶ୍ୟ । ଅମାନିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ମଦ୍ୟପ ଡ୍ରାଇଭର ଗିରଫ ହେବେ । ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । 

ଯାନ ମାଲିକଙ୍କୁ ପିକ୍‌ନିକ ପାଇଁ RTOଙ୍କ ଅନୁମତି ନେବାକୁ ହେବ । ପ୍ରତି ପିକ୍‌ନିକ ସ୍ପଟରେ ରହିବେ ପରିବହନ କର୍ମଚାରୀ । ସ୍ପଟରେ ଯାନବାହନ ଗୁଡ଼ିକର ଫିଟ୍‌ନେସ ଯାଞ୍ଚ କରାଯିବ । ପିକନିକ ସ୍ପଟ୍ ରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋ ଲଗାଯିବ ।

ପିକନିକ୍ ସ୍ପଟ୍ ରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ ବିଭାଗ ।  

ତପ୍ତପାଣି ଘାଟିରେ ଓଲଟିଲା ପିକନିକ ବସ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: