ସାବାଡ଼ ହେବେ କାମରେ ଠକୁଥିବା ରାଜସ୍ବ ଅଧିକାରୀ,RI, ଅମିନଙ୍କ ଉପରେ କଡ଼ା ନଜର
·1 year ago

ଅର୍ଗସ ବ୍ୟୁରୋ: ସାବାଡ଼ ହେବେ କାମରେ ଠକୁଥିବା ରାଜସ୍ବ ଅଧିକାରୀ। ଠକୁଥିଲେ ହେବ କଡ଼ା ଆକ୍ସନ। RI, ARI ଓ ଅମିନଙ୍କ କାମ ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଚିଠି କରିଛି। ମନ୍ତ୍ରୀ କହିଲେ, କାମରେ ଅବହେଳା କରୁଥିଲେ ବଡ ଅଧିକାରୀଙ୍କ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ,କେହି ପାଇବେନି ନିସ୍ତାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: