Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୃତା ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ଗିରଫ କଲା ସଦର ଥାନା ପୋଲିସ 

Odisha

ମୃତା ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ଗିରଫ କଲା ସଦର ଥାନା ପୋଲିସ 

Sangram Tripathy
Browse all articles by Sangram Tripathy
·1 year ago
ମୃତା ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ଗିରଫ କଲା ସଦର ଥାନା ପୋଲିସ 

ଅର୍ଗସ ବ୍ୟୁରୋ:ସମ୍ବଲପୁର ସଦର ଥାନା ମାନେଶ୍ବର ହାଟପଦାଠାରେ ମା ଓ ଝିଅଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ମୃତା ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ଗିରଫ କଲା ସଦର ଥାନା ପୋଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିଲା ଜଘନ୍ୟକାଣ୍ଡ । ମା ସ୍ନେହଲତାକୁ ଶ୍ବାସରୁଦ୍ଧ କରି ମାରିଥିବା ବେଳେ ଝିଅ ସୈରେନ୍ଦ୍ରି ଦୀକ୍ଷିତଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲେ । ସମ୍ପତ୍ତି ପାଇଁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଭଉଣୀ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sadar police station arrested Jagannath Dixit, the son of the dead woman, and Koda Dixit, the grandson | Argus News