Videos
|
Odisha

ଦିଲ୍ଲୀରେ ସାହିତ୍ୟ ଏକାଡେମି ପୁରସ୍କାର 2023 ପ୍ରଦାନ

Banajyotshna Ray
Browse all articles by Banajyotshna Ray
·2 years ago
ଦିଲ୍ଲୀରେ ସାହିତ୍ୟ ଏକାଡେମି ପୁରସ୍କାର 2023 ପ୍ରଦାନ

ଅର୍ଗସ ବ୍ୟୁରୋ: ନୂଆ ଦିଲ୍ଲୀରେ ସାହିତ୍ୟ ଏକାଡେମି ପୁରସ୍କାର 2023 ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଉତ୍ସବରେ  ପ୍ରତିଭା ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଚଳିତ ବର୍ଷ ଦେଶର 24ଜଣଙ୍କୁ  ବିଭିନ୍ନ ଭାଷାରେ ସେମାନଙ୍କ ଲେଖା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ଦୁଇ ଜଣ ଓଡ଼ିଆ ମଧ୍ୟ ପୁରଷ୍କୃତ ହୋଇଛନ୍ତି। ଆଶୁତୋଷ ପରିଡାଙ୍କୁ ଓଡ଼ିଆରେ ଏବଂ ଅରୁଣ ରଞ୍ଜନ ମିଶ୍ରଙ୍କୁ ସଂସ୍କୃତ ଭାଷା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sahitya Akademi Award 2023 in Delhi | Argus News