Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଜ୍ ପକ୍ଷରୁ ଉନ୍ମୋଚିତ ହୋଇଛି କ୍ୟାଲେଣ୍ଡର ୨୦୨୫

Banajyotshna Ray
Browse all articles by Banajyotshna Ray
·1 year ago
ସାଜ୍ ପକ୍ଷରୁ ଉନ୍ମୋଚିତ ହୋଇଛି କ୍ୟାଲେଣ୍ଡର ୨୦୨୫

ଅର୍ଗସ ବ୍ୟୁରୋ: ସାଜ୍ ପକ୍ଷରୁ ଉନ୍ମୋଚିତ ହୋଇଛି କ୍ୟାଲେଣ୍ଡର ୨୦୨୫। ଯାହାର ଥିମ୍ ରହିଥିଲା "ଇମେଜ ଅଫ ହୋପ"। ଏହି କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ରହିଥିଲା କ୍ୟାନ୍ସରକୁ ହରାଇଥିବା ମହିଳାଙ୍କ ଫଟୋ। ଏହି ନିଆରା ପ୍ରୟାସ କରିଛି ସାଜ ଟିମ୍। କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ ସଚେତନ କରିବା ସହ କ୍ୟାନ୍ସରକୁ ହରାଇ ହେବ । ଯାହା କ୍ୟାନ୍ସରରେ ପୀଡିତ ଥିବା ଲୋକଙ୍କୁ ଆଗକୁ ବଢିବା ଅର୍ଥାତ୍ କ୍ୟାନ୍ସରକୁ ହରାଇବାକୁ ଦେବ ଅନେକ ସାହସ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Saj has launched its calendar for 2025 | Argus News