Videos
|
Odisha

ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଉଦ୍ଧାର

Rashmita Mishra
Browse all articles by Rashmita Mishra
·1 year ago
ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଉଦ୍ଧାର

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ସଫଳତା। କର୍ଲାବାହାଲି ଗାଁରୁ ଦାଦନ ଚାଲାଣ  ବେଳେ ୧୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ।  ବିଳମ୍ବିତ ରାତିରେ କଣ୍ଟାବାଞ୍ଜିରୁ ବାହାର ରାଜ୍ୟକୁ ଚାଲାଣ ବେଳେ କର୍ଲାବାହାଲି ଗାଁ ଛକରୁ ଉଦ୍ଧାର କରିଛି  କଣ୍ଟାବାଞ୍ଜି ପୋଲିସ । ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ,୩ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂମ୍ପୃକ୍ତ ରୋହିତ ହିଆଲ ଓ ଅଲେଖ ସୁନାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salvage during exportation | Argus News