Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବଲପୁର:ସମଲେଶ୍ବରୀ ଘାଟ ନିକଟରୁ ୨ ନାବାଳଙ୍କ ମୃତ ଦେହ ଉଦ୍ଧାର କଲା ଅଗ୍ନୀଶମ ବାହିନୀ

Odisha

ସମ୍ବଲପୁର:ସମଲେଶ୍ବରୀ ଘାଟ ନିକଟରୁ ୨ ନାବାଳଙ୍କ ମୃତ ଦେହ ଉଦ୍ଧାର କଲା ଅଗ୍ନୀଶମ ବାହିନୀ

Sangram Tripathy
Browse all articles by Sangram Tripathy
·1 year ago
ସମ୍ବଲପୁର:ସମଲେଶ୍ବରୀ ଘାଟ ନିକଟରୁ ୨ ନାବାଳଙ୍କ ମୃତ ଦେହ ଉଦ୍ଧାର କଲା ଅଗ୍ନୀଶମ ବାହିନୀ

ଅର୍ଗସ ବ୍ୟୁରୋ:ସମଲେଶ୍ବରୀ ଘାଟ ନିକଟରୁ ୨ ନାବାଳଙ୍କ ମୃତ ଦେହ ଉଦ୍ଧାର କଲା ଅଗ୍ନୀଶମ ବାହିନୀ,ଗାଧୋଇଲାବେଳେ ବୁଡିଯାଇଥିଲେ ଦୁଇ ନାବାଳକ। ଶୁକ୍ରବାର ମହାନଦୀ ସଡ଼କ ଘାଟରେ ଗାଧୋଇଲାବେଳେ ବୁଡ଼ିଯାଇଥିଲେ ୨ ନାବାଳକ। କାଲି ରାତିରୁ ସର୍ଚ୍ଚ ଅପରେସନ ବନ୍ଦ ଥିଲା ଆଜି ସକାଳୁ ଖୋଜାଖୋଜି କରିବା ପରେ ଉଦ୍ଧାର ହୋଇଥିଲା ମୃତଦେହ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sambalpur: The fire brigade recovered the dead bodies of 2 minors from Samleswari Ghat | Argus News