Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ଭିସୁଟ ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·10 months ago
ସମ୍ବଲପୁର ଭିସୁଟ ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ

Key Points

ସମ୍ବଲପୁର ଭିସୁଟ ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ
ବୁର୍ଲା ପିସି ବ୍ରିଜ୍ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
ମୃତ ଛାତ୍ର ଭିସୁଟ୍ ଶେଷ ବର୍ଷ ଇଞ୍ଜିନିୟରଂ ଛାତ୍ର ଅଞ୍ଜନୀୟ ଦାସ

ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ ବା ଭିସୁଟର ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ । ମୃତ ଛାତ୍ର ହେଲେ ଭିସୁଟ୍ ଶେଷ ବର୍ଷ ଇଞ୍ଜିନିୟରଂ ଛାତ୍ର ଅଞ୍ଜନୀୟ ଦାସ । ବୁର୍ଲା ପିସି ବ୍ରିଜ୍ ତଳୁ ପୋଲିସ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି । ବିଲମ୍ବିତ ରାତିରେ ଛାତ୍ର ଜଣକ ବ୍ରିଜ୍ ଉପରେ ଫୋନରେ କଥା ହେଉଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଛାତ୍ରଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mysterious Death of Sambalpur VSSUT Engineering Student | Argus News | Argus News