Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲୁକା କଳାରେ ସାବିତ୍ରୀ ଶୁଭେଚ୍ଛା...

Smruti Parija
Browse all articles by Smruti Parija
·1 year ago·1 min read
ବାଲୁକା କଳାରେ ସାବିତ୍ରୀ ଶୁଭେଚ୍ଛା...

Key Points

ସାବିତ୍ରୀ ବ୍ରତର ଶୁଭେଚ୍ଛା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ

ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ମିଳିଛି । ବାଲୁକାକଳାରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବିଭିନ୍ନ ଫଳ, ଲୁଗା, ଶଙ୍ଘା, ସିନ୍ଦୂର ଆଦି ସାବିତ୍ରୀ ବ୍ରତର ସାମଗ୍ରୀକୁ ନେଇ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ଯାହା ପୁରା ଅବିକଳ ପରି ଲାଗୁଛି ।


https://argusnewdashboard.s3.ap-south-1.amazonaws.com/assets/30fdf358-16b8-4d16-a7f9-5c38ba5b382f.jpg

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ପବିତ୍ର ସାବିତ୍ରୀ । ଉପବାସ ରଖି ସ୍ବାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥାନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ସାରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଦେବାଦେବୀଙ୍କ ପୀଠରେ ସଧବା ମହିଳାଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ନୂଆ ଶାଢୀ ପିନ୍ଧି ଫଳ, ମୂଳ, ଶଙ୍ଖା, ସିନ୍ଦୂର ସାଙ୍ଗରେ ନେଇ ସ୍ୱାମୀର ମଙ୍ଗଳ କାମନା କରୁଛନ୍ତି ମହିଳାମାନେ ।

Sponsored
sand-sculptor-padma-shri-sudarshan-extends-greetings-on-savitri-vrat | Argus News