Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର 

Odisha

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର 

Smruti Parija
Browse all articles by Smruti Parija
·2 years ago
ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର 

ଅର୍ଗସ ବ୍ୟୁରୋ: ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ସଂତୃପ୍ତ ମିଶ୍ରଙ୍କୁ ମିଳିପାରେ ରାଜ୍ୟସଭା ଟିକେଟ୍ । ବହୁ ବରିଷ୍ଠ ନେତା ବିଜେଡିରେ ସାମିଲ୍ ହୋଇଛନ୍ତି ।  ସନ୍ତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ୍ ମିଳିବା ନେଇ ଚର୍ଚ୍ଚା । କିଏ ଯିବେ ରାଜ୍ୟସଭା, ନବୀନ ନିବାସରେ ଚାଲିଛି ବୈଠକ । ବୈଠକରେ ବିଧାୟକଙ୍କ ସହ ବହୁ ବରିଷ୍ଠ ନେତା ସାମିଲ୍ ହୋଇଛନ୍ତି । ଗତକାଲି ରାଜ୍ୟସଭା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ସେପଟେ ନବୀନ ନିବାସରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟସଭା ପ୍ରାର୍ଥୀ ନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା ରହିଛି । ବହୁ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଛନ୍ତି । ପ୍ରାୟ ୪୫ ମିନିଟ୍ ହେବ ଚାଲିଛି ବୈଠକ ।

ନବୀନ ନିବାସରେ ବୈଠକ , ଆଜି ଘୋଷଣା ହୋଇପାରେ ରାଜ୍ୟସଭା ପ୍ରାର୍ଥୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Santrupta Mishra joined BJD-Santrupta Mishra may get Rajya Sabha ticket | Argus News