Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବସ୍ ର ଫିଟନେସ୍ ନାହିଁ କି ପରମିଟ୍ ନାହିଁ

Odisha

ବସ୍ ର ଫିଟନେସ୍ ନାହିଁ କି ପରମିଟ୍ ନାହିଁ

Smruti Parija
Browse all articles by Smruti Parija
·1 year ago
ବସ୍ ର ଫିଟନେସ୍ ନାହିଁ କି ପରମିଟ୍ ନାହିଁ

ସୁନ୍ଦରଗଡ଼:  ସ୍କୁଲ ବସ୍ କୁ ୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ୍ । ବିନା କାଗଜପତ୍ରରେ ବସ୍ ଚାଲୁଥିବାରୁ ଫାଇନ କଲେ ସୁନ୍ଦରଗଡ଼ ଆରଟିଓ । ସ୍ଥାନୀୟ ସ୍ପୋର୍ଟସ ହଷ୍ଟେଲରୁ ଟାଉନ୍ ହାଇସ୍କୁଲ୍ ଚାଲୁଥିଲା ଏହି ସ୍କୁଲ ବସ । ଗତ ମାର୍ଚ୍ଚ ମାସରୁ ବସର ଫିଟନେସ୍ ସରିଯାଇଥିବା ସୂଚନା ମିଳିଛି । ଏହାଛଡା ଯାଞ୍ଚ ସମୟରେ ବସ୍ ର ପରମିଟ୍, insurance, ଟ୍ୟାକ୍ସ ଆଦି କାଗଜପତ୍ର ନଥିଲା । ଏପରିକି ବସ ଡ୍ରାଇଭରଙ୍କର ସଠିକ୍ ଲାଇସେନ୍ସ ମଧ୍ୟ ନଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ପରିବହନରେ ନିୟୋଜିତ ଏହି ବସକୁ ଜବତ କରିଛି ସୁନ୍ଦରଗଡ଼ ଆରଟିଓ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School bus fined 1 lakh 22 thousand rupees | Argus News