Videos
|
Odisha

ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ ଛାତ: ଅଳ୍ପକେ ବର୍ତ୍ତିଲେ ୭୭ ଛାତ୍ରଛାତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ ଛାତ: ଅଳ୍ପକେ ବର୍ତ୍ତିଲେ ୭୭ ଛାତ୍ରଛାତ୍ରୀ

Key Points

ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ ଛାତ

ଅଳ୍ପକେ ବର୍ତ୍ତିଲେ ୭୭ ଛାତ୍ରଛାତ୍ରୀ

ବିଡିଓଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି

୨୪ ବର୍ଷ ବିଜେଡି ଶାସନରେ ରହିଲା ସେତେବେଳେ ସରକାର କହିଲେ ୫ଟି ମାଧ୍ୟମରେ ସ୍କୁଲର ବିକାଶ ହେଉଛି। କିନ୍ତୁ ଏହି ସ୍କୁଲର ଅବସ୍ଥା ଏବେ ଯଥା ପୂର୍ବମ ତଥା ପର ଅବସ୍ଥ। ମିଛ କହି ୨୪ବର୍ଷ ଠକିଲେ। ବିପଦସଙ୍କୁ ଅବସ୍ଥାରେ ସ୍କୁଲ ପଡ଼ି ରହିଛି। ଯେଉଁଠି ଛାତ୍ରଛାତ୍ରୀ ବସିବା ଅସମ୍ଭବ। କିନ୍ତୁ ସେମିତି ଶ୍ରେଣୀଗୃହରେ ବସି ପାଠ ପଢ଼ୁଛନ୍ତି। ଆମେ କହୁଛୁ ଏମିତି ସ୍କୁଲ ଭଙ୍ଗା ଶ୍ରେଣୀ ଗୃହ ଓ ବିପଦ ସଙ୍କୁଳ କୋଠରୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ହେଉଛି।

ଲଗାଣ ବର୍ଷାରେ ମାଟିରେ ମିଶିଲା ବିଦ୍ୟାଳୟ ଛାତ । ଅଳ୍ପକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି ୭୭ ଜଣ ଛାତ୍ରଛାତ୍ରୀ । ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ନାଡ଼ାପାଟାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତଟି ଲଗାଣ ବର୍ଷା ଯୋଗୁଁ ସମ୍ପୂର୍ଣ ଭାବେ ଭୁଶୁଡି ଯାଇଛି। ସ୍ଥାନୀୟ ଗ୍ରାମବାସୀ ଏହା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ବାଲିଗୁଡ଼ା ବିଡିଓଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
school-roof-collapses-due-to-heavy-rain-77-students-rescued | Argus News