Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀ ଭୁବନେଶ୍ବରରେ ସିଫୁଡ୍ କମ୍ପାନୀ କର୍ମଚାରୀଙ୍କ ହଲ୍ଲାବୋଲ୍

Rashmita Mishra
Browse all articles by Rashmita Mishra
·1 year ago
ରାଜଧାନୀ ଭୁବନେଶ୍ବରରେ ସିଫୁଡ୍ କମ୍ପାନୀ କର୍ମଚାରୀଙ୍କ ହଲ୍ଲାବୋଲ୍

ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ସିଫୁଡ୍ କମ୍ପାନୀ କର୍ମଚାରୀଙ୍କ ହଲ୍ଲାବୋଲ୍ । ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟର ବିଭିନ୍ନ ସିଫୁଡ୍ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ଏକାଠି ପ୍ରତିବାଦ କରିଛନ୍ତି । ଟାଟା ପାୱାର କର୍ତ୍ତୃପକ୍ଷ ମନମାନୀ କରି ବିଜୁଳି ବିଲ୍ ବଢାଇବା ଫଳରେ ସିଫୁଡ୍ କମ୍ପାନୀ କ୍ଷତି ସହୁଛନ୍ତି । ଏହାର ଫଳ ସୁରୂପ ସେମାନେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରିପାରନ୍ତି । ଯଦି ଟାଟା ପାୱାର ନିଜର ମନମୁଖୀ କାର୍ଯ୍ୟକଳାପରୁ ନଓହରେ ପାଖାପାଖି 2000ରୁ ଅଧିକ ଲୋକେ ସେମାନଙ୍କ ରୋଜଗାର ହାରଇବେ ବୋଲି ସେମାନେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored