Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧନୁଯାତ୍ରାର 2ୟ ଦିନ; ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ

Odisha

ଧନୁଯାତ୍ରାର 2ୟ ଦିନ; ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ

Smruti Parija
Browse all articles by Smruti Parija
·1 year ago
ଧନୁଯାତ୍ରାର 2ୟ ଦିନ; ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ

Key Points

ଧନୁଯାତ୍ରାର ଆଜି ଦ୍ଵିତୀୟ ଦିବସ । ଆଜି ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ ।

ବରଗଡ: ଧନୁଯାତ୍ରାର ଆଜି ଦ୍ଵିତୀୟ ଦିବସ । ଆଜି ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ । ମଥୁରା ନଗରୀରେ ରାଜ କରିବେ ଭୋଜ ବଂଶର ଅଧିପତି । ସନ୍ଧ୍ୟା ହେଲେ ଆଲୋକ ମାଳାରେ ଝଲସିବ ପୂରା ମଥୁରା । ସେହିପରି ଆଜି ସମଲେଶ୍ୱରୀ ମନ୍ଦିରସ୍ଥିତ କାରାଗାରରେ ଦେବକୀ ଓ ବାସୁଦେବଙ୍କ କୋଳ ମଣ୍ଡନ କରିବେ ଶ୍ରୀକୃଷ୍ଣ । କଂସଙ୍କ ଠାରୁ ଲୁଚାଇ ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ଛାଡ଼ିବେ ବାସୁଦେବ । ଆଜି ଦୁମିଳା ରାକ୍ଷସ ବଦ୍ଧ ସହ ରାଜମହଲର ହେବ ଉଦଘାଟନ । ଆଜି ରାଜ ଦରବାରରେ ରାଜ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
second-day-of-dhanuyatra-union-minister-dharmendra-radhan-to-attend-raj-darbar-as-a-guest | Argus News