Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂଜା ଅଫର୍; ବଜ୍ରକବାଟିର ଏହି ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ

Odisha

ପୂଜା ଅଫର୍; ବଜ୍ରକବାଟିର ଏହି ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ

Smruti Parija
Browse all articles by Smruti Parija
·1 year ago·1 min read
ପୂଜା ଅଫର୍; ବଜ୍ରକବାଟିର ଏହି ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ

କଟକ: ମାତ୍ର 8 ହଜାର ଟଙ୍କାରେ ଆଇଫୋନ୍ । କଣ ବିଶ୍ୱାସ ହେଉନି ନା । କିନ୍ତୁ ଏହା ସଂପୂର୍ଣ୍ଣ ସତ । କଟକ ବଜ୍ରକବାଟି ସ୍ଥିତ ଚିକୁସ ମୋବାଇଲରେ ଏବେ ଗ୍ରାହକଙ୍କ ଭିଡ଼ । ପୁରୁଣା ମୋବାଇଲ ନେବା ପାଇଁ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ । ଦାମୀ ଦାମୀ ମୋବାଇଲ ମିଳୁଛି ଅଧାରୁ କମ ଦାମରେ । ଏହାପରେ ମୋବାଇଲ କିଣିଲେ ପୁଣି ମିଳୁଛି ବିଭିନ୍ନ ପ୍ରକାରର ଉପହାର । 


କଟକ ବଜ୍ରକବାଟି ସ୍ଥିତ ଚିକୁସ ମୋବାଇଲରେ ଆଣ୍ଡ୍ରଏଡ଼ ଫୋନ୍ ମିଳୁଛି ମାତ୍ର 4 ହଜାର ଟଙ୍କାରେ । 4g ମୋବାଇଲ 4 ହଜାର ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଆଣ୍ଡ୍ରଏଡ଼ ମୋବାଇଲର ଭିନ୍ନ ଭିନ୍ନ ରହିଛି ଦାମ୍ । 5g ମୋବାଇଲ 5 ହଜାର ଟଙ୍କାରୁ ଆରମ୍ଭ , ଆଇ ଫୋନ 8 ହଜାର ଟଙ୍କାରୁ ଆରମ୍ଭ,  ୟୁଆନ ପ୍ଲସ ମୋବାଇଲ 13 ହଜାର ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଦାମର ରହିଛି । 


ଦୁର୍ଗାପୂଜା ପାଇଁ ବିଭିନ୍ନ ଅଫର ସହ ଆପଣ ବି ପୁରୁଣା ମୋବାଇଲ ନେବା ପାଇଁ ଚାଂହୁଛନ୍ତି ତାହାଲେ କଲ କରନ୍ତୁ ଏହି ନମ୍ବର ରେ 9337525730 ଓ ଘରକୁ ନେଇ ଯାଆନ୍ତୁ ମନ ପସନ୍ଦର ମୋବାଇଲ ଫୋନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
second-hand-iphone-cost-8-thausand-available-in-cuttack-bajrakabati-road-chikus-mobile-centre | Argus News