Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାର୍ଚ୍ଚ ମାସରେ ମିଳିବ ଦ୍ବିତୀୟ କିସ୍ତି- ମୁଖ୍ୟମନ୍ତ୍ରୀ

Odisha

ମାର୍ଚ୍ଚ ମାସରେ ମିଳିବ ଦ୍ବିତୀୟ କିସ୍ତି- ମୁଖ୍ୟମନ୍ତ୍ରୀ

Smruti parija
Browse all articles by Smruti parija
·1 year ago·1 min read
ମାର୍ଚ୍ଚ ମାସରେ ମିଳିବ ଦ୍ବିତୀୟ କିସ୍ତି- ମୁଖ୍ୟମନ୍ତ୍ରୀ

Key Points

ନିର୍ବାଚନୀ ସଂକଳ୍ପ ପତ୍ରରେ ଯାହା କହିଥିଲୁ ସବୁ ଘୋଷଣାକୁ ପୂରଣ କରିବୁ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ହେଉ କି ଧାନ ଏମଏସପି 3100 ଟଙ୍କା.... ଅନେକ ପ୍ରତିଶ୍ରୁତି ପୂରଣ କରୁଛନ୍ତି ସରକାର ।

ଭୁବନେଶ୍ୱର: ନିର୍ବାଚନୀ ସଂକଳ୍ପ ପତ୍ରରେ ଯାହା କହିଥିଲୁ ସବୁ ଘୋଷଣାକୁ ପୂରଣ କରିବୁ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ହେଉ କି ଧାନ ଏମଏସପି 3100 ଟଙ୍କା.... ଅନେକ ପ୍ରତିଶ୍ରୁତି ପୂରଣ କରୁଛନ୍ତି ସରକାର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବାଜପେୟୀଙ୍କ ଜୟନ୍ତୀ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ସେ ଆହୁରି ବି କହିଛନ୍ତି, ବର୍ତ୍ତମାନ ସୁଦ୍ଧା 80 ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପାଇଲେଣି । ଜାନୁଆରୀ ଶେଷ ସୁଦ୍ଧା 1 କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ମାର୍ଚ୍ଚ ମାସରେ ଦ୍ବିତୀୟ କିସ୍ତି ମିଳିବ । ମନ୍ତ୍ରୀ ମାନଙ୍କୁ ସର୍ଭେ କରିବା ପାଇଁ ପ୍ରତି ଜିଲ୍ଲାକୁ ପଠାଯାଉଛି । ଲକ୍ଷପତି ଦିଦି ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି ମହିଳା ମାନେ କହୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
second-phase-of-subhadra-payment-to-be-availabe-on-march | Argus News