ଜଳୁଛି ଖଣ୍ଡଗିରି ପାଖରେ ଥିବା ସିକ୍ରେଟ କାଫେ
·1 year ago

ଜଳୁଛି ଖଣ୍ଡଗିରି ପାଖରେ ଥିବା ସିକ୍ରେଟ କାଫେ । ଦୁଇ ମହଲାରେ ଲାଗିଛି ନିଆଁ । ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ନିଆଁ ଲାଗିବା ଖବର ଜଣାପଡିବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ତମାଣ୍ଡ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚିଥିଲେ । ଧୂଆଁ ମୟ ହୋଇଯାଇଥିଲା ପରିବେଶ । ସେପଟେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହାର କାରଣ ଜଣାପଡିନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: