Videos
|
Odisha

ରାଜ୍ୟ ସରକାରଙ୍କ ଫୋକସରେ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା

Rashmita Mishra
Browse all articles by Rashmita Mishra
·1 year ago
ରାଜ୍ୟ ସରକାରଙ୍କ ଫୋକସରେ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା

Key Points

ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା
ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି

ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଆବଶ୍ୟକ ପଡ଼ିଲେ ଅର୍ଥ ଦେବ ଶ୍ରୀମନ୍ଦିର ପ୍ରଶାସନ । ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ ଖସାଇ ଦିଆଯାଇପାରିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି ପୁରୀ ମନ୍ଦିର ଉପରେ ଡ୍ରୋନ ଉଡାଇ ଥିବା ଖବର ସାମ୍ନାକୁ ଆସିଥିଲା । ପାକିସ୍ତାନ ISI ପାଇଁ ଗୁଇନ୍ଦା ଗିରି କରୁଥିବା ଅଭିଯୋଗରେ ଜ୍ୟୋତିଙ୍କୁ ଗିରଫ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
security-concerns-of-shrimandi-in-focus-of-state-government | Argus News