ସର୍ଚ୍ଚ ଅପରେସନ୍ ବେଳେ ୭୦୦ କେଜି ବିସ୍ଫୋରକ ଜବତ କଲା ସୁରକ୍ଷାବାହିନୀ
·1 year ago·1 min read

Key Points
ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ
ସର୍ଚ୍ଚ ଅପରେସନ୍ ବେଳେ ବିସ୍ଫୋରକ ଜବତ କଲା ସୁରକ୍ଷାବାହିନୀ
ବଳକା ବିସ୍ଫୋରକ ଜବତ ପାଇଁ ସୁରକ୍ଷାବଳ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନ୍
ପୂର୍ବରୁ ଅଢେଇ ଟନ୍ର ବିସ୍ଫୋରକ ହୋଇଥିଲା ଜବତ
ବାଙ୍କୋ ପଥର ଖଣିରୁ ୪ ଟନ୍ ବିସ୍ଫୋରକ ହୋଇଥିଲା ଲୁଟ୍
ସୁନ୍ଦରଗଡ଼ ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ଘଟଣା । ସର୍ଚ୍ଚ ଅପେରସନରେ ସୁରକ୍ଷା ବାହିନୀଙ୍କୁ ମିଳିଛି ଆଉ ଏକ ସଫଳତା। ଜବତ ହେଲା ଆଉ ୧୦୦ କେଜି ବିସ୍ଫୋରକ । ଘଞ୍ଚ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବିସ୍ଫୋରକ । ପୂର୍ବରୁ ସରଣ୍ଡା ଜଙ୍ଗଲରୁ ଜବତ ହୋଇଥିଲା ୭୦୦ କେଜି ବିସ୍ଫୋରକ । ବାକି ବିସ୍ଫୋରକ ଜବତ ପାଇଁ ସୁରକ୍ଷାବାହିନୀ ଜଙ୍ଗଲରେ ଅପରେସନ୍ ଜାରି ରଖିଛନ୍ତି । ବିସ୍ଫୋରକ ଜବତ ପାଇଁ 27 ତାରିଖ ରାତିରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପେରସନ ଏବେ ବି ଜାରି ରହିଛି । ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: