Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

6 ବର୍ଷ ପାଇଁ OPSC ଚେୟାରମ୍ୟାନ ରହିବେ ଅରୁଣ ଷଡ଼ଙ୍ଗୀ

Smruti Parija
Browse all articles by Smruti Parija
·1 year ago
6 ବର୍ଷ ପାଇଁ OPSC ଚେୟାରମ୍ୟାନ ରହିବେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ଅରୁଣ ଷଡ଼ଙ୍ଗୀ ହେଲେ OPSCର ଚେୟାରମ୍ୟାନ । IPS ଅରୁଣ ଷଡ଼ଙ୍ଗୀ OPSCର ଚେୟାରମ୍ୟାନ ନିଯୁକ୍ତ ହୋଇଛନ୍ତି । ଆଗାମୀ 6 ବର୍ଷ ପାଇଁ OPSC ଚେୟାରମ୍ୟାନ ରହିବେ ଅରୁଣ ଷଡ଼ଙ୍ଗୀ । ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । 1990 ବ୍ୟାଚ୍ ର ଭାରତୀୟ ପୋଲିସ ସେବା ଅଫିସର ହେଉଛନ୍ତି ଅରୁଣ ଷଡଙ୍ଗୀ ।  


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior IPS officer, Arun Kumar Sarangi appointed Chairman of Odisha Public Service Commission for six years | Argus News