Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅରୁଣ ଷଡ଼ଙ୍ଗୀଙ୍କୁ ବିଦାୟୀ ପରେଡ୍

Smruti Parija
Browse all articles by Smruti Parija
·1 year ago
ଅରୁଣ ଷଡ଼ଙ୍ଗୀଙ୍କୁ ବିଦାୟୀ ପରେଡ୍

ଭୁବନେଶ୍ୱର:  IPS ଅରୁଣ ଷଡଙ୍ଗୀ ନେଲେ ଅବସର । ଚାକିରିର ୧୦ମାସ ପୂର୍ବରୁ ସ୍ବେଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀ। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀରେ ବିଦାୟ କାଳୀନ ସମାରୋହର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅରୁଣ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା । ପୋଲିସ ଏକାଡେମୀରେ ଥିବା ଟ୍ରେନିମାନଙ୍କ ଦ୍ବାରା ପ୍ୟାରେଡ ଆୟୋଜନ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଦାୟିତ୍ଵରେ ଥିଲେ। ଏଥି ସହିତ ସ୍ବତନ୍ତ୍ର DG ଟ୍ରେନିଂ ଦାୟିତ୍ବରେ ରହିଥିଲେ। ଗତ ସାଧାରଣ ନିର୍ବାଚନରେ DG In-charge ଥିଲେ।  ଅବସର ପରେ ସେ OPSC ଚେୟରମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିବେ। ଏଥି ସହିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି।

6 ବର୍ଷ ପାଇଁ OPSC ଚେୟାରମ୍ୟାନ ରହିବେ ଅରୁଣ ଷଡ଼ଙ୍ଗୀ

Sponsored
Senior IPS officer Arun Kumar Shadangi took voluntary retirement before 10 months of service | Argus News