ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪ ଟି ଟ୍ରକ
·1 year ago

Key Points
ଟ୍ରକକୁ ପଛ ପଟୁ ପିଟିଲା ଟ୍ରକ
ଏକାକାଳୀନ ୪ ଟି ଟ୍ରକ ପରସ୍ପର ସହ ଧକ୍କା
ରାସ୍ତା ଦେଢ଼ଘଣ୍ଟା ଜାମ୍
ପାତ୍ରପଡା ଛକରେ ଟ୍ରକକୁ ପଛ ପଟୁ ପିଟିଲା ଟ୍ରକ । ଏତେ ଯୋରରେ ଦୁର୍ଘଟଣା ଘଟିଥିଲା ଯେ, ଟ୍ରକଟି ମାଡ଼ ହୋଇ ଭାଙ୍ଗି ଯାଇଥିଲା I ଏକାକାଳୀନ ୪ ଟି ଟ୍ରକ ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା I ନିଶାସଷାକ୍ତ, ଏବଂ ଓଭରଟେକିଙ୍ଗକୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ ଲରାଯାଉଛି I ଏଥିରେ ୩ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ରାତି ୧୨ ଟା ବେଳେ ଘଟିଛି ଏହି ଦୁର୍ଘଟଣା I ଦେଢ଼ଘଣ୍ଟା ଧରି ରାସ୍ତା ଜାମ ଲାଗି ରହିଥିଲା I ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ, ସ୍ଥିତି ସୁଧୁରି ଥିଲା I
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: