Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଛକୁ ପଛ ପିଟିହେଲା 4 ଗାଡି, ଏକାଧିକ ଆହତ

Smruti Parija
Browse all articles by Smruti Parija
·1 year ago
ପଛକୁ ପଛ ପିଟିହେଲା 4 ଗାଡି, ଏକାଧିକ ଆହତ

Key Points

ଭୁବନେଶ୍ୱର ଜାଭିଅର୍ ଛକରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟି ହେଲା କାର୍, ପିକ୍ ଅପ୍ ଭ୍ୟାନ୍ ଓ ଅଟୋ ।

ଭୁବନେଶ୍ୱର: ଭୁବନେଶ୍ୱର ଜାଭିଅର୍ ଛକରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟି ହେଲା କାର୍, ପିକ୍ ଅପ୍ ଭ୍ୟାନ୍ ଓ ଅଟୋ । ସିରିଜି ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପରେ ପୁରା ଅଞ୍ଚଳରେ ଟ୍ରାଫିକ୍ ଜାମ୍ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି ।


ନିଶ୍ୱାସକ୍ତ ଅବସ୍ଥାରେ ଗୋଟିଏ କାର ଡାଲା ଅଟୋକୁ ପିଟିଥିଲା। ପରେ ଡାଲା ଅଟୋ ସାମ୍ନାରେ ଥିବା ପାସେଞ୍ଜର ଅଟୋକୁ ପିଟୁଥିବା ସୂଚନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
series-accident-in-bhubaneswar-xavier-chowk | Argus News