Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଭଵନ ଛକରେ ଭୟଙ୍କର ଦୁର୍ଘଟଣା, ବାଇକକୁ ଘୋଷାଡ଼ି ନେଲା କାର

Smruti Parija
Browse all articles by Smruti Parija
·1 year ago
ରାଜଭଵନ ଛକରେ ଭୟଙ୍କର ଦୁର୍ଘଟଣା, ବାଇକକୁ ଘୋଷାଡ଼ି ନେଲା କାର

Key Points

ରାଜଭଵନ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ବାଇକକୁ ଘୋଷାଡ଼ି ନେଲା କାର ।

ଭୁବନେଶ୍ୱର: ରାଜଭଵନ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ବାଇକକୁ ଘୋଷାଡ଼ି ନେଲା କାର । ପରେ ଆଉ ଏକ ବାଇକକୁ ଧକ୍କା ଦେଇ ରାଜଭବନ ଛକ ଡିଭାଇଡ଼ରରେ ଚଢିଗଲା କାର୍ । ୨ ଜଣ ବାଇକ ଚାଳକ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
series-accident-in-rajbhaban-chowk-bhubaneswar-one-killed | Argus News