Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଟୋ, ବସ୍‍, ପିକଅପ୍ ଭ୍ୟାନ୍‍, ଟ୍ରକ୍‌ ପଛକୁ ପଛ ଧକ୍କା

Smruti Parija
Browse all articles by Smruti Parija
·1 year ago
ଅଟୋ, ବସ୍‍, ପିକଅପ୍ ଭ୍ୟାନ୍‍, ଟ୍ରକ୍‌ ପଛକୁ ପଛ ଧକ୍କା

ଭୁବନେଶ୍ୱର:  ରସୁଲଗଡ଼ ଛକରେ ସିରିଜ ଦୁର୍ଘଟଣା । ଅଟୋକୁ ପଛରୁ ପିଟିଲା ବସ । ବସ୍‌କୁ ପଛରୁ ଧକ୍କା ଦେଲା ଆଉ ଦୁଇଟି ଗାଡି ।  ଅଟୋ, ବସ୍‍, ପିକଅପ୍ ଭ୍ୟାନ୍‍, ଟ୍ରକ୍‌ ପଛକୁ ପଛ ଧକ୍କା । ଘଟଣାରେ 3 ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
series-accident-in-rasulgarh-bhubaneswar | Argus News