Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଶକ୍ତିକାନ୍ତ

Smruti Parija
Browse all articles by Smruti Parija
·2 years ago
ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଶକ୍ତିକାନ୍ତ

ଭୁବନେଶ୍ୱର:  ଲିଙ୍ଗରାଜ ମନ୍ଦିରରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ନିଜ ପତ୍ନୀଙ୍କ ସହ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦର୍ଶନ କରି ଫେରିବା ପରେ ଶକ୍ତିକାନ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । ଅନେକ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା । ବହୁତ୍ ଭଲରେ ଦର୍ଶନ କଲୁ । 
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shaktikant-das-took-blessings-of-mahaprabhu-lingaraj | Argus News