Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମାନ୍ୟ ବଚସାରୁ ନାବାଳକକୁ ଗୁଳିମାଡ଼

Swoyang prajna Mishra
Browse all articles by Swoyang prajna Mishra
·1 year ago
ସାମାନ୍ୟ ବଚସାରୁ ନାବାଳକକୁ ଗୁଳିମାଡ଼

ଅନୁଗୁଳ : ସାମାନ୍ୟ ବଚସାରୁ ନାବାଳକକୁ ଗୁଳିମାଡ଼ । ଅନଗୁଳ ନିଶା ଥାନାର ସାନ କେରେଜାଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଆଗରେ ଖେଳୁଥିବା ବେଳେ ଗୁଳିମାଡ ହୋଇଛି । ଆହତ ନାବାଳକଙ୍କୁ ପ୍ରଥମେ ଅନୁଗୁଳ ମେଡିକାଲର ଭର୍ତ୍ତି କରାଯାଇଥିଲା ।


ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନାବାଳକଙ୍କ ଜଙ୍ଘରେ ଗୋଟିଏ ଗୁଳି ରହିଯାଇଛି । ନିଶା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଜି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shooting of minor while walking in front of house | Argus News