Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା , ୨୦ରୁ ଆଡମିଟ୍‌କାର୍ଡ ଡାଉନଲୋଡ

Swoyang prajna Mishra
Browse all articles by Swoyang prajna Mishra
·10 months ago
ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା , ୨୦ରୁ ଆଡମିଟ୍‌କାର୍ଡ ଡାଉନଲୋଡ

Key Points

ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା
ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ
ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି

ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି । SI ରାଙ୍କର ସମସ୍ତ cpse-2024 ପରୀକ୍ଷା ହେବ । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । odishapolice.gov.inରୁ ଡାଉନଲୋଡ କରିପାରିବେ ଆଡମିଟ୍‌କାର୍ଡ। ପୂର୍ବରୁ ୨ ଥର ଘୁଞ୍ଚିଥିଲା SI ପରୀକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SI exam will held on October 4th and 5th | Argus News