Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଅଁଙ୍କ ବିବାହ ସରିନି, ବିନା ମଙ୍ଗଳ ଆଳତିରେ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ

Smruti Parija
Browse all articles by Smruti Parija
·1 year ago·1 min read
ଦିଅଁଙ୍କ ବିବାହ ସରିନି, ବିନା ମଙ୍ଗଳ ଆଳତିରେ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ

Key Points

କେଦାରଗୈରୀ ମନ୍ଦିରରେ ସରିଲା ଶିବ ବିବାହ

ବିଳମ୍ବିତ ରାତିରେ ପଡିଲା ଦେବାଦେବୀଙ୍କ ହାତଗଣ୍ଠି 

ଆଜି ଶୀତଳଷଷ୍ଠୀ


ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ । କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସରିନି । ବିନା ମଙ୍ଗଳ ଆଳତିରେ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଇଦେଲେ ଏହାକୁ ନେଇ ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି ।


ବିଳମ୍ବିତ ରାତିରେ ଦେବାଦେବୀଙ୍କ ହାତଗଣ୍ଠି ପଡିଥିଲା । ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୈରୀ ମନ୍ଦିରରେ ସେବାୟତଙ୍କ ଦ୍ୱାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ବିବାହ ସମ୍ପନ୍ନ ହୋଇଥିଲା । ଆଜି ଠାକୁର ବିବାହ ପାଇଁ ଯାତ୍ରା କରିବା ବେଳେ ବହୁ ଭକ୍ତ ସେମାନଙ୍କ ଘର ବାରଣ୍ଡା ଓ କୋଠା ଉପରୁ ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇଯାଇଥିଲେ । ରାସ୍ତାରେ ବିଭିନ୍ନ ଛକରେ ଚିତା ପକାଇ ଠାକୁରଙ୍କୁ ସ୍ୱାଗତ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ରାତିରେ ଦେବଦମ୍ପତି ମନ୍ଦିରକୁ ପ୍ରତ୍ୟେବର୍ତ୍ତନ କରିବେ । ରାସ୍ତାରେ ଠାକୁରଙ୍କୁ ନେବାବେଳେ ପୁଲିସ ଫୋର୍ସ ଛାଉଣି ରହିବ । ଏହି ସୁରକ୍ଷା ବଳୟ ମଧ୍ୟକୁ କୌଣସି ସାଧାରଣ ଲୋକ ପ୍ରବେଶ କରିପାରିବେନି ।


Sponsored
sitala-sasthi-2025-marriage-of-lord-shiva-and-parvati-completed | Argus News