ଶ୍ରୀଜୀଉଙ୍କ ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ...
·2 years ago

ପୁରୀ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହ । ଭାଇ ଭଉଣୀଙ୍କ ସହ 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ । ହାତୀବେଶରେ ଭକ୍ତଙ୍କୁ ଦେବେ ଦର୍ଶନ ।

ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ ...
ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା
ସ୍ନାନବେଦୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ
ଝୁଲି ଝୁଲି ଆସୁଛି କାଳିଆ ରାଜା
ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବ ତୁମେ
ଝଲସି ଦିଶିଲାଣି ଚକାଆଖି... ଭାବବିହ୍ୱଳ ଭକ୍ତ
