Videos
|
Odisha

ପୁଅର ମାଡରେ ଚାଲିଗଲା ମା'ର ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago
ପୁଅର ମାଡରେ ଚାଲିଗଲା ମା'ର ଜୀବନ

Key Points

ପୁଅ ନିଜ ମା' କୁ ଜୋରରେ ଧକା ଦେଇଥିଲେ lଧକ୍କା ଏତେ ଜୋର ଥିଲା ଯେ, ଯେଉଁଥିରେ ମା'ର ମୃତ୍ୟୁ ହୋଇଥିବା କୁହାଯାଉଛି l ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମଳିଛି l

ପଟ୍ଟାମୁଣ୍ଡାଇରେ ଘଟିଛି ଏକ ଅଭାବନୀୟ ଘଟଣା l ପୁଅର ମାଡ଼ ରେ ମା' ର ମୃତ୍ୟୁ l ପଟ୍ଟାମୁଣ୍ଡାଇ ବ୍ଳକ ଔପଦା ପଂଚାୟତ ବିଶୁନୁପୁରୁ ଗାଁ ରେ ଘଟିଛି ଏଭଳି ଘଟଣା l ଗତକାଲି ବିଳମ୍ବିତ ରାତିରେ ମନୋରଞ୍ଜନ ମଳିକ ମଦ ପିଇ ନିଜ ସ୍ତ୍ରୀକୁ ମାରୁଥିବା ସମୟରେ ମା' ଶାନ୍ତିଲତା ମଳିକ ପ୍ରତିବାଦ କରିଥିଲେ l

ପୁଅ ନିଜ ମା' କୁ ଜୋରରେ ଧକା ଦେଇଥିଲେ lଧକ୍କା ଏତେ ଜୋର ଥିଲା ଯେ, ଯେଉଁଥିରେ ମା'ର ମୃତ୍ୟୁ ହୋଇଥିବା କୁହାଯାଉଛି l ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମଳିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Son beats mother to death | Argus News