Videos
|
Odisha

ଖୁବଶୀଘ୍ର ଅର୍ଗସର ସ୍ୱାଦ ଓଡିଶା ସିଜିନ ୩, ଏଥର ସ୍ଵାଦ ହେବ ନିଆରା

Banajyotshna Ray
Browse all articles by Banajyotshna Ray
·1 year ago
ଖୁବଶୀଘ୍ର ଅର୍ଗସର ସ୍ୱାଦ ଓଡିଶା ସିଜିନ ୩, ଏଥର ସ୍ଵାଦ ହେବ ନିଆରା

Key Points

ଓଡିଶାର ପ୍ରଥମ ରିଆଲିଟି ଶୋ ଅର୍ଗସ ସ୍ୱାଦ ଓଡିଶା ସିଜିନ ୩

ଏଥର ସ୍ଵାଦ ହେବ ନିଆରା

ଖୁବଶୀଘ୍ର ଆସୁଛି ଓଡିଶାର ପ୍ରଥମ ରିଆଲିଟି ଶୋ ଅର୍ଗସ ସ୍ୱାଦ ଓଡିଶା ସିଜିନ ୩ କେବଳ ଅର୍ଗସ ନ୍ୟୁଜରେ । ଏଥର ସ୍ଵାଦ ହେବ ନିଆରା ଏହାର ଦୁଇଟି ସିଜିନ୍‌ ସରିଥିବାବେଳେ ପୁଣି ଥରେ ସିଜିନ ୩କୁ ନେଇ ଅର୍ଗସର ଏହି ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ଦୁଇଟି ଯାକ ସିଜିନକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ। ନିଆରା ରଙ୍ଗରେ ସିଜିନ୍‌ ୩ ଆସିବାକୁ ଯାଉଛି। ଘରେ ଥିବା ଗୃହିଣୀମାନେ ନିଜର ରୋଷେଇ ପ୍ରତିଭାକୁ ପ୍ରତିପାଦିତ କରିବା ପାଇଁ ଅର୍ଗସର ଏହି ପ୍ରୟାସ। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
soon-argus-swad-odisha-season-3-this-time-the-taste-will-be-unique | Argus News