Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ

Smruti Parija
Browse all articles by Smruti Parija
·1 year ago
ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ

ଅର୍ଗସ ବ୍ୟୁରୋ: ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ । ପରିବହନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ସଂଘ । ଗୋଳନ୍ଥରା ସ୍ଥିତ ପରିବହନ ମନ୍ତ୍ରୀଙ୍କ ବାସଭବନରେ ଚାଲିଥିଲା ବୈଠକ । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଏଥିପାଇଁ ଆନ୍ଦୋଳନର ଡାକରା ଦିଆଯାଇଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South West Bus Owners Union called off the strike | Argus News